ନୀଳଗିରିରେ ଥମୁନି ଝାଡ଼ାବାନ୍ତି, ଜଣେ ମୃତ

ନୀଳଗିରି : ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ବିଭିନ୍ନ ଗାଁରେ ଝାଡ଼ାବାନ୍ତି ରୋଗ ଥମିବାର ନାଁ ଧରୁ ନ‌ଥିବାବେଳେ ଝାଡ଼ାବାନ୍ତିରେ ଜଣେ ମହିଳାର ମୃତ୍ୟୁ ଘଟିଛି। ଚଳିତ ବର୍ଷ ଝାଡ଼ାବାନ୍ତିରେ ନୀଳଗିରି ଓ ଔପଦା ଅଞ୍ଚଳର ୩ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ପ୍ରଶାସନ ଏହାକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ସହ ଠୋସ୍‌ ପଦକ୍ଷେପ ନେଉନାହିଁ। ସୂଚନା ଅନୁସାରେ ନୀଳଗିରି ବ୍ଲକ ଅଧୀନ ଭଉଁରିଆବାଡ଼ ପଞ୍ଚାୟତର କାନ୍ତ୍ରସିମିଳିଆ … Continue reading ନୀଳଗିରିରେ ଥମୁନି ଝାଡ଼ାବାନ୍ତି, ଜଣେ ମୃତ